Crime
ପାନ୍ ଓ ଆଧାର ଦ୍ୱାରା ଆକାଉଣ୍ଟ ଖୋଲି ଫ୍ରଡ ଚାଲିଛି
ଅଞ୍ଚଳ ରେ ଲୋକଙ୍କ ଠାରୁ ପାନ୍ ଓ ଆଧାର ଦଉଥିବା ଫ୍ରଡ ଚାଲିଛି, ଯେଉଁଥିରେ ଚୋର ତାଙ୍କ ନାମରେ ଆକାଉଣ୍ଟ ଖୋଲି ଟଙ୍କା ଉଠେଇ ନେଉଛି।
ବିଶ୍ୱସ୍ତ ସୁତ୍ର ରୁ ଅନୁଯାୟୀ ଜେ ଅଞ୍ଚଳ ରେ ଆକାଉଣ୍ଟ ଖୋଲା ରେ ବ୍ୟାପକ ଫ୍ରାଡ ହେଉଛି, କିଛି ବ୍ୟକ୍ତି ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କ ଠାରୁ ପାନ୍ କାର୍ଡ ଓ ଆଧାର କାର୍ଡ ଆଦି ସଂଗ୍ରହ କରି ସେମାନଙ୍କ ନାମ ରେ କିଛି ପଇସା ଦେଇ ଆକାଉଣ୍ଟ ଖୋଲିଛନ୍ତି ଓ ପରେ ଉକ୍ତ ଟଙ୍କା କୁ ଉଠେଇ ନେଇ ଯାଉଛନ୍ତି
ଏଥିରେ କେଉ ପ୍ରକାର ର ଫ୍ରୁଡ ହେଉଛି ଲୋକେ ସଚେତନ ହୁଅନ୍ତୁ ଜେଉଁ ମାନେ ଆଧାର କାର୍ଡ,ପାନ କାର୍ଡ ଦଉଛନ୍ତି ଓ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ ସମ୍ପୃକ୍ତ ଏକାଉଣ୍ଟ୍ ଖୋଲୁଥିବା ଲୋକ ମାନଙ୍କ କାର୍ଯ୍ୟକଳା ପ୍ରତି।
ଏଥିରେ କେଉ ପ୍ରକାର ର ଫ୍ରୁଡ ହେଉଛି ଲୋକେ ସଚେତନ ହୁଅନ୍ତୁ ଜେଉଁ ମାନେ ଆଧାର କାର୍ଡ,ପାନ କାର୍ଡ ଦଉଛନ୍ତି ଓ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ ସମ୍ପୃକ୍ତ ଏକାଉଣ୍ଟ୍ ଖୋଲୁଥିବା ଲୋକ ମାନଙ୍କ କାର୍ଯ୍ୟକଳା ପ୍ରତି।