🔥 TRENDING ನಂಗೇಲಿ ಎಂಬ ತಾಯಿಯ ಹೋರಾಟ ನೆನೆಯೋಣ झारखंड में हाथियों ने बदला पारंपरिक मा... लाल का तालाब, धूमिल विरासत: गंदगी और ज... Arunachal Pradesh launches geothermal... ई-रिक्शा से उतरते समय बाइक टक्कर: तेंद... અંજાર ની જનતા જોગ સંદેશ નવા વર્ષ નો
11 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପାନ୍ ଓ ଆଧାର ଦ୍ୱାରା ଆକାଉଣ୍ଟ ଖୋଲି ଫ୍ରଡ ଚାଲିଛି

✍️ Reporter: UDDIPTA PRADHAN 🗓 11 Nov 2026, 11:26 AM 👁 7
Share: 💬 WhatsApp 📘 Facebook 𝕏 Post

ଅଞ୍ଚଳ ରେ ଲୋକଙ୍କ ପାନ୍ ଓ ଆଧାର ନେଇ ତାଙ୍କ ନାମ ରେ ଆକାଉଣ୍ଟ ଖୋଲି ଟଙ୍କା ଉଠାଯାଉଛି, ଏହି ଫ୍ରଡ ର ଚିହ୍ନ ଓ ରୋକଥାମ ଉପାୟ ଜଣାଯାଉଛି।

ବିଶ୍ୱସ୍ତ ସୁତ୍ର ଅନୁଯାୟୀ ଜେ ଅଞ୍ଚଳ ରେ ଆକାଉଣ୍ଟ ଖୋଲା ରେ ବ୍ୟାପକ ଫ୍ରଡ ହେଉଛି, କିଛି ବ୍ୟକ୍ତି ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କ ଠାରୁ ପାନ୍ କାର୍ଡ ଓ ଆଧାର କାର୍ଡ ଆଦି ସଂଗ୍ରହ କରି ସେମାନଙ୍କ ନାମ ରେ କିଛି ପଇସା ଦେଇ ଆକାଉଣ୍ଟ ଖୋଲିଛନ୍ତି ଓ ପରେ ଉକ୍ତ ଟଙ୍କା କୁ ଉଠେଇ ନେଇ ଯାଉଛନ୍ତି
ଏଥିରେ କେଉ ପ୍ରକାର ର ଫ୍ରଡ ହେଉଛି ଲୋକେ ସଚେତନ ହୁଅନ୍ତୁ ଜେଉଁ ମାନେ ଆଧାର କାର୍ଡ,ପାନ କାର୍ଡ ଦଉଛନ୍ତି ଓ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ ସମ୍ପୃକ୍ତ ଏକାଉଣ୍ଟ୍ ଖୋଲୁଥିବା ଲୋକ ମାନଙ୍କ କାର୍ଯ୍ୟକଳା ପ୍ରତି।
📲Get App