🔥 TRENDING Post-Diwali Smog Persists, Disrupting... ଓଡ଼ିଶାରେ ଖରାପ ସ୍ତରକୁ ଖସିଲା ବାୟୁ ଗୁଣବତ୍... MP’s Dhediya Panchayat Inaugurates Vil... MP to Honor Top Dairy Farmers on Govar... ଦୀପାବଳିରେ ଘୋଟିଗଲା ଘନ ଅନ୍ଧକାର : ବାଣ ଫୁଟ... Diwali Fire Claims Six Lives in Goldsm...
09 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଜଳିଗଲା ୪ ବଖରା ଘର, ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ

✍️ Reporter: Deepak Mahapatra 🗓 09 Nov 2026, 01:01 PM 👁 17
Share: 💬 WhatsApp 📘 Facebook 𝕏 Post
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ସେକ୍ ମହଲା ଗାଁରେ ବଡ଼ ଅଘଟଣ। ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା ଓ ୨ ଜଣ ଶିଶୁ। ସମସ୍ତେ ଗୋଟିଏ ପରିବାରର।
ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ। ବାଲିଚନ୍ଦ୍ରପୁର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
📲Get App