Sports
ସିନିୟର ମହିଳା ଟି-୨୦ ଟ୍ରଫି: ଓଡ଼ିଶା ଦଳ ଘୋଷିତ
Watch on:
📘 Facebook
କଟକ : ବିସିସିଆଇର ୨୦୨୬-୨୭ ଘରୋଇ କ୍ରିକେଟ୍ ଋତୁର ସିନିୟର ମହିଳା ଟି-୨୦ ଟ୍ରଫି ପାଇଁ ଓଡ଼ିଶାର ୧୭ ଜଣିଆ ଦଳ ଘୋଷଣା କରିଛି ଓସିଏ। ସୁଶ୍ରୀ ଦିବ୍ୟଦର୍ଶିନୀ ଅଧିନାୟିକା ଓ ସୁଭ୍ରା ନିର୍ଝରିଣୀ ସ୍ୱାଇଁ ଉପଅଧିନାୟିକା ଦାୟିତ୍ୱ ପାଇଛନ୍ତି।
ଦଳରେ ଆଲିପ୍ସା ବିଶ୍ୱାଳ, ଅନନ୍ୟା ମିଶ୍ର, ଜି.ଏମ୍. ଅଳକାନନ୍ଦା, ଜ୍ୟୋତି କୁମାରୀ ପ୍ରସାଦ, ଲକ୍ଷ୍ମୀପ୍ରିୟା ନାୟକ, ଲୁଇସା ଦାସ, ମାଧୁରୀ ମେହେଟା, ମୋନାଲିସା ରାଉତ, ପ୍ରଜ୍ଞା ପରମିତା ମହାନ୍ତି, ରୀମାଲକ୍ଷ୍ମୀ ଏକ୍କା, ଏସ୍.ବି. ଲରେନ୍ସ, ଶିଳ୍ପା ସ୍ୱାଇଁ, ସୁଶ୍ରୀ ଦିବ୍ୟଦର୍ଶିନୀ, ସୁଭ୍ରା ନିର୍ଝରିଣୀ ସ୍ୱାଇଁ, ତନ୍ମୟୀ ବେହେରା, ତରନ୍ନା ପ୍ରଧାନ ଓ ସୁଜାତା ମଲ୍ଲିକ ସ୍ଥାନ ପାଇଛନ୍ତି।
ଓଡ଼ିଶା ଅକ୍ଟୋବର ୨୬ରେ ଆନ୍ଧ୍ର ବିପକ୍ଷରୁ ଅଭିଯାନ ଆରମ୍ଭ କରି ଅକ୍ଟୋବର ୨୭ରେ ହିମାଚଳ ପ୍ରଦେଶ, ୨୯ରେ ସୌରାଷ୍ଟ୍ର, ୩୧ରେ ବରୋଦା, ନଭେମ୍ବର ୨ରେ ମଧ୍ୟପ୍ରଦେଶ, ୪ରେ ହରିୟାଣା ଓ ୬ରେ ରାଜସ୍ଥାନକୁ ଭେଟିବ। ମ୍ୟାଚ୍ଗୁଡ଼ିକ ମୋହାଲି ଓ ନ୍ୟୁ ଚଣ୍ଡୀଗଡ଼ରେ ଖେଳାଯିବ।