🔥 ट्रेंडिंग ਕਈ ਸਕੂਲਾਂ, ਕਾਲਜਾਂ ਵਿਚ ਛੁੱਟੀ, ਪਰਵਿੰਦਰ ਝ... ભચાઉના કરમરિયા ગામે તળાવમાં ફસાયેલી વા... फारबिसगंज कॉलेज चौक पर अतिक्रमण: बाईपा... પત્નીએ 'ટીબી'નું બહાનું કાઢી પ્રેમી સા... श्रीकांत पाल रायपुर को भाजपा पिछड़ा वर... पूर्व मंत्री के ओएसडी को इंदौर-भोपाल ट...
14 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଭୁବନେଶ୍ୱରରେ ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

✍️ रिपोर्टर: Deepak Mahapatra 🗓 14 अक्टू. 2026, 01:10 PM 👁 17
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱରରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାହୁଲ ପାତ୍ର। ତାଙ୍କୁ ୧୭ ବର୍ଷ ହୋଇଥିଲା।
ନୟାପଲ୍ଲୀ ଥାନା ନୂଆସାହିରେ ଥିବା ପୋଖରୀରେ ଏହି ଘଟଣା ଘଟିଛି। ପଥରବନ୍ଧର ରାହୁଲ ଆଜି ଏଠାକୁ ଗାଧୋଇବାକୁ ଆସିଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ।
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ରାହୁଲଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
📲Get App