🔥 TRENDING जैनुद्दीनपुर में जमीन के बैनामों को ले... বাগনান স্বস্তিক সংঘের পূজা ખેરાલુ નગરપાલિકા વોર્ડ 1ની પેટા ચૂંટણી... पूर्व मंत्री के पुत्र ने बाढ़-ग्रस्त द... दिल्ली में CJP के प्रदर्शन पर सुप्रीम... Demand for SC Reservation in Jalahalli...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
Politics

ଛାତ୍ର ସଂସଦ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ: ୩ ନେତା ବିଜେଡିରୁ ନିଲମ୍ବିତ

✍️ Reporter: Deepak Mahapatra 🗓 13 Oct 2026, 01:15 PM 👁 7
Share: 💬 WhatsApp 📘 Facebook 𝕏 Post
ବିଜେଡିରୁ ୩ ନେତାଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇଛି। ଛାତ୍ର ସଂସଦ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟରେ ଜଡ଼ିତ ରହିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ନେଇ ବିଜେଡି ପକ୍ଷରୁ କୁହାଯାଇଛି।
ନିଲମ୍ବିତ ହୋଇଥିବା ଏହି ୩ ନେତାଙ୍କ ମଧ୍ୟରେ ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି। ସେମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଁଗାଁ ଜିଲ୍ଲା ପରିଷଦ ସଭ୍ୟ ଅମିତା ସ୍ୱାଇଁ ଓ ବିରିଡ଼ି ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ।
ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ ପୁରୀ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ମୁରାରୀ ଶ୍ରୀପତି ନାୟକଙ୍କୁ ନିଲମ୍ବନ କରାଯାଇଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ନେତାମାନଙ୍କୁ ନିଲମ୍ବନ କରାଯାଇଛି।
📲Get App