🔥 TRENDING Health Inspector Shekhar Sharma Cleans... Mahindra Thar SUV Crashes into Railing... फर्रुखाबाद दोहरे हत्याकांड के फरार आरो... Ex-BJP MLA Dies as Rajasthan Stone‑Cru... हाथरस: अलीगढ़ मार्ग पर स्कूल बस और ट्र... Satna Police Arrest Five for Alleged F...
12 Oct 2026•
ગુજરાતી मराठी ਪੰਜਾਬੀ বাংলা
ଦେବଗଡ଼ ମହାବିଦ୍ୟାଳୟରେ ସାଇନ୍‌ ଏ ଡାଏ ଘୋଷଣା
Education

ଦେବଗଡ଼ ମହାବିଦ୍ୟାଳୟରେ ସାଇନ୍‌ ଏ ଡାଏ ଘୋଷଣା

✍️ Reporter: Deepak Mahapatra 🗓 12 Oct 2026, 11:56 AM 👁 12
Share: 💬 WhatsApp 📘 Facebook 𝕏 Post
ଦେବଗଡ଼ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେବଗଡ଼ ମହାବିଦ୍ୟାଳୟରେ ଉତ୍ତେଜନା ଦେଖାଯିବା ପରେ ସାଇନ ଏ ଡାଏ ଘୋଷଣା କରାଯାଇଛି।
ନିର୍ବାଚନରେ ଏବିଭିପି ସମର୍ଥିତ ୪ ଜଣ ଛାତ୍ରଛାତ୍ରୀଙ୍କ ପ୍ରାର୍ଥିପତ୍ର ଜାଣିଶୁଣି ନାକଚ କରାଯାଇଥିବା ଅଭିଯୋଗ କରି ଆଜି ବିରୋଧ ପ୍ରଦର୍ଶନ କରିଥିଲେ ଏବିଭିପିକୁ ସମର୍ଥନ କରୁଥିବା ଛାତ୍ରଛାତ୍ରୀ। ଏହି ଘଟଣାକୁ ନେଇ ମହାବିଦ୍ୟାଳୟ ପରିସରରେ ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ ପ୍ରଧାନ ସାଇନ୍‌ ଏ ଡାଏ ଘୋଷଣା କରିଛନ୍ତି। ଦେବଗଡ଼ ଥାନା ପୁଲିସ ସ୍ଥିତି ଉପରେ ନଜର ରଖିଛି।
📲Get App