🔥 TRENDING सूखनी नदी में पाँच लोगों की मौत, स्थान... Jharkhand farmer Nishant Kerketta goes... 30 Students Hospitalised with Vomiting... Congress senior leadership to interven... Kerala's Bhagyathara BT-74 Lottery Dra... Latest 22K Gold Rates in Kerala Releas...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
Local

ଜଗା ଦର୍ଶନ ପାଇଁ ଯିବା ବେଳେ ସଡ଼କ ଦୁର୍ଘଟଣା

✍️ Reporter: Deepak Mahapatra 🗓 05 Oct 2026, 12:06 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଜଗା ଦର୍ଶନ ପାଇଁ ଯିବା ବେଳେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଜୀବନ । ବରଗଡ ଜିଲ୍ଲା ସୋହେଲ ବ୍ଲକ ମଧୁପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଇନ୍ଦୋରରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ପାଇଁ ଏକ ପରିବାରର ଗାଡ଼ିରେ ଯିବାବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।ଭାରସାମ୍ୟ ହରାଇ କାରଟି ଏକ ଗଛରେ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ୩ ଜଣଙ୍କୁ ସୋହେଲା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବରଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ କେଉଁ ଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ସୋହେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
📲Get App