🔥 TRENDING Two Women and Newborn Die in Jamui, Bi... Sharjeel Imam granted interim bail, re... অভিনেত্রী কোয়েল মল্লিকের বিজেপিতে যোগ... અગોલની પ્રાથમિક શાળાનો પ્રતિભાશાળી વિદ... Haryana Farmers Urged to Fight for Rig... Trump Shares Comment on India Presiden...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ଆଜି ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା

✍️ Reporter: Deepak Mahapatra 🗓 05 Oct 2026, 12:12 PM 👁 15
Share: 💬 WhatsApp 📘 Facebook 𝕏 Post
ଆଜି ଘୋଷଣା ହେବ ଛାତ୍ର ସଂସଦ ନିର୍ବାଚନ ତାରିଖ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ । ୨୦୧୭ରେ ଶେଷଥର ପାଇଁ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ ।ଆଜି ଘୋଷଣା ହେବ ଛାତ୍ର ସଂସଦ ନିର୍ବାଚନ ତାରିଖ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ।

୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ । ୨୦୧୭ରେ ଶେଷଥର ପାଇଁ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ପୂର୍ବରୁ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।
ପୂଜା ଛୁଟି ପୂର୍ବରୁ ନିର୍ବାଚନ ଶେଷ ସହ ଦାୟିତ୍ୱ ନେବେ ନୂଆ ଛାତ୍ରନେତା ।
📲Get App