शिक्षा
ହଷ୍ଟେଲରେ କାମୁଡ଼ିଲା ସାପ; ଜଣେ ଛାତ୍ର ମୃତ, ଅନ୍ୟଜଣେ ଗୁରୁତର
यहाँ देखें:
▶️ YouTube
ପୁରୀ ଜିଲ୍ଲା ଡେଲାଙ୍ଗ ମୁନିଦା ବିଦ୍ୟାଳୟର ୨ ନବମ ଶ୍ରେଣୀ ଛାତ୍ରଙ୍କୁ କାମୁଡ଼ିଲା ବିଷାକ୍ତ ସାପ l ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ଗୁରୁତର ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ହଷ୍ଟେଲରେ ଶୋଇଥିବା ସମୟରେ ସେମାନଙ୍କୁ ବିଷାକ୍ତ ସାପଟି କାମୁଡ଼ିଥିଲା । ପରେ ସେହି ସାପଟିକୁ ହଷ୍ଟେଲ ପରିସରରୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ।
ମୃତ ଛାତ୍ରଙ୍କ ବାପା ମୁନିଦା ସ୍କୁଲର ଖେଳ ଶିକ୍ଷକ (ପିଇଟି) ଅଛନ୍ତି l ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।