🔥 TRENDING રાજુલા તાલુકા ચેસ ચેમ્પિયન ખેલ મહાકુંભ... ક્રેન હડફેટે અકસ્માત કચ્છના યક્ષ મેળામાં ‘મોતના કૂવા’માં બુ... પોરબંદરથી મળેલી દીકરી શિવાની... તેના મ... ઉના શહેરમાં એક અજાણ્યાશક્શની લાશ મળી અકસ્માતગ્રસ્તો માટે કચ્છ કલેક્ટરની માન...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

ପଦ୍ମପୁର ଠାରେ ସେବା ସେତୁ ଶିବିର ଆୟୋଜିତ

✍️ Reporter: PRADIP KUMAR PANDA 🗓 29 Sep 2026, 10:40 PM 👁 24
Share: 💬 WhatsApp 📘 Facebook 𝕏 Post
ଏକ ମାସ ଯାଏଁ ଭାରତୀୟ ଜନତା ପାର୍ଟି ତରଫରୁ ପାଳନ କରାଯାଉଥିବା 'ସେବା ସଂକଳ୍ପ ଅଭିଯାନ' ଅଧୀନରେ ‘ସେବା ସେତୁ ଶିବିର' ପଦ୍ମପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ଅନତିରିଶି ତାରିଖ ଅକ୍ଟୋବର ଛବିଶି ଦିନ ଆୟୋଜିତ କରାଯାଇଥିଲା । ଉକ୍ତ ଶିବିର ମାଧ୍ୟମରେ ଲୋକଙ୍କ ନିକଟରେ ସରକାରୀ ସେବା ଓ ଜନକଲ୍ୟାଣମୂଳକ ସୁବିଧା ପହଞ୍ଚାଇବା ସହ ତ୍ୱରିତ ସମାଧାନ ପାଇଁ ପ୍ରୟାସ କରାଯାଉଛି। ଏହି କାର୍ଯ୍ୟକ୍ରମ ଟି ପଦ୍ମପୁର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ତତ୍ୱାବଧାନ ରେ ଓ ଅଫିସ ଷ୍ଟାଫ୍ ଆଖୁସିଂ ମଣ୍ଡଲ ସଭାପତି ଗଜପତି ଶବର, ହରେ କୃଷ୍ଣ ପାଢି (ଲିଡ) , ଆଖୁସିଂ ମଣ୍ଡଲ ର ଜେନେରାଲ ସେକ୍ରେଟାରୀ ରାମଚନ୍ଦ୍ର ସାହୁ ଓ ସରୋଜ କୁମାର ସାହୁ ଆଦି କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା
📲Get App