🔥 ट्रेंडिंग "મન કી બાત પ્રાકૃતિક કૃષિ કે સાથ" भारत में सड़क दुर्घटनाओं में कमी लेकिन... असम में CJP कार्यकर्ताओं की गिरफ्तारी... मिड-डे कहता है, भारत अभी भी एक मजबूत ल... हथरास के घर में पूर्व सेना अधिकारी और... भारत बांग्लादेश को मेथनॉल निर्यात फिर...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା ଜଳସ୍ତର

✍️ रिपोर्टर: Deepak Mahapatra 🗓 25 सित. 2026, 12:28 PM 👁 25
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ତିନି ଦିନ ଧରି ଗଞ୍ଜାମ ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷାର ପ୍ରଭାବ ଏବେ ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଶାଖା ନଦୀ ଗୁଡିକରେ ଜଳ ସ୍ଥର ବୃଦ୍ଧି ଯୋଗୁଁ ସତର୍କ ସଂକେତ ପାର କରି ବିପଦ ସଂକେତ ପାଖାପାଖି ଛୁଇଁଲାଣି ଋଷୁକୂଲ୍ୟା ନଦୀର ଜଳସ୍ତର ।ରାଜ୍ୟରେ ଅବପାତ ପ୍ରଭାବରେ ଲଗାଣ ବର୍ଷା ହେଉଛି । ତିନି ଦିନ ଧରି ଗଞ୍ଜାମ ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷାର ପ୍ରଭାବ ଏବେ ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଶାଖା ନଦୀ ଗୁଡିକରେ ଜଳ ସ୍ଥର ବୃଦ୍ଧି ଯୋଗୁଁ ସତର୍କ ସଂକେତ ପାର କରି ବିପଦ ସଂକେତ ପାଖାପାଖି ଛୁଇଁଲାଣି ଋଷୁକୂଲ୍ୟା ନଦୀର ଜଳସ୍ତର ।ଆଜି ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୬.୫୧୦ ମିଟର ରହିଛି । ବିପଦ ସଂକେତ ୧୬.୮୩୫ ରହିଥିବା ବେଳେ ଆଉ କମ ସେଣ୍ଟିମିଟର ପରେ ଋଷିକୁଲ୍ୟା ବିପଦ ସଂକେତ ଛୁଇଁବା ଆଶଙ୍କା କରାଯାଉଛି ।
ଋଷିକୁଲ୍ୟାରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀକୂଳିଆ ଗାଁ ମାନଙ୍କରେ ବନ୍ୟାର ଭୟ ବଢ଼ାଇ ଦେଇଛି । ଧୀରେ ଧୀରେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଲୋକଙ୍କ ପାଇଁ ବିପଦ ମଧ୍ୟ ବଢ଼ିବାର ଆଶଙ୍କା ରହିଛି ।
📲Get App