🔥 TRENDING "મન કી બાત પ્રાકૃતિક કૃષિ કે સાથ" India Records Fewer Road Crashes but R... Opposition protests detention of CJP a... Mid-Day Affirms India Remains a Solid... Ex-Army man and wife found dead with t... India Prepares to Resume Methanol Expo...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

ପ୍ରସିଦ୍ଧ ଛତିଆ କାକରା ଜାତୀୟ ରାଜପଥ କଡ଼ରେ ଗଢି ଉଠିଥିବା କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନ ମାଟିରେ ମିଶିଲା

✍️ Reporter: Deepak Mahapatra 🗓 24 Sep 2026, 05:40 PM 👁 36
Share: 💬 WhatsApp 📘 Facebook 𝕏 Post
ପ୍ରସିଦ୍ଧ ଛତିଆ କାକରା ଜାତୀୟ ରାଜପଥ କଡ଼ରେ ଗଢି ଉଠିଥିବା କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନ ମାଟିରେ ମିଶିଲା | ଏହା ନିଶ୍ଚୟ ପଥଚାରୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ଖୁସିର କଥା | ସେହି ସ୍ଥାନରେ ଏହି କାକରା ବ୍ୟବସାୟ ପାଇଁ 10ରୁ ଉର୍ଦ୍ଧ ମୁଣ୍ଡ ଗଡିଛି |
ଭଙ୍ଗା ଭଙ୍ଗି ସମୟରେ ବଡ଼ଚଣା ବିଧାୟକ ଅମର ନାୟକଙ୍କ ଫ୍ଲେକ୍ସ ଭାଙ୍ଗିବା ପାଇଁ ଜଣେ ଯୁବକ କହୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା
📲Get App