🔥 ट्रेंडिंग धरुवार टोल प्लाजा पर हाईवे यातायात पुल... Shubman Gill and Virat Kohli each hit... India Clinches 8‑Wicket Victory Over W... रघुबीर यादव ने कहा, ‘पंचायत’ फ़िल्म सफ... पारिनीति चोपड़ा ने खुलासा किया माँ के... सुषांत सिंह राजपूत की बहन ने दावा किया...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
ଭୁବନେଶ୍ୱର ନାଇଜରରେ ଦୁଃଖଦ ଘଟଣା
अपराध

ଭୁବନେଶ୍ୱର ନାଇଜରରେ ଦୁଃଖଦ ଘଟଣା

✍️ रिपोर्टर: Deepak Mahapatra 🗓 19 सित. 2026, 11:42 AM 👁 41
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ବା ନାଇଜର ( NISER)ରେ ଘଟିଛି ଏକ ଦୁଃଖଦ ଘଟଣା । ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।ମୃତ ଛାତ୍ରୀଙ୍କ ଘର ମହାରାଷ୍ଟ୍ରର ନାଗପୁରରେ। ସେ ଏଠାରେ ଇଣ୍ଟିଗ୍ରେଟେଡ ଏମଏସସି କରୁଥିଲେ।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସେ ଛାତରୁ ପଡ଼ିବା ପରେ ତାଙ୍କୁ ଏମ୍ସ (AIIMS) ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ବିଳମ୍ବିତ ରାତିରେ କାହିଁକି ସେ ହଷ୍ଟେଲ ଛାତ ଉପରକୁ ଯାଇଥିଲେ, ସେ ଏକା ଯାଇଥିଲେ ନା ତାଙ୍କ ସହିତ ଆଉ କେହି ଥିଲେ, ଏହା ଦୁର୍ଘଟଣା ନା ଆତ୍ମହତ୍ୟା ନା ହତ୍ୟା - ଏସବୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ପୁଲିସର ତଦନ୍ତ ପରେ ତାଙ୍କ ମୃତ୍ୟୁ କେମିତି ଓ କାହିଁକି ହୋଇଥିଲା, ତାହା ଜଣାପଡ଼ିବ ବୋଲି କୁହାଯାଉଛି।
📲Get App