🔥 TRENDING Himachal Pradesh Governor Urges Collec... Himachal Pradesh Literacy Rate Jumps t... અડાલજ કેનાલ પર ગાડીની બેદરકારી, પાછળની... Punjab Congress to Stage Statewide Pro... NDTV MP Chhattisgarh airs breaking new... बायतु विधायक हरीश चौधरी ने मुख्यमंत्री...
28 Sep 2026•
ગુજરાતી मराठी ਪੰਜਾਬੀ বাংলা

ଭାରତୀୟ ଜନତା ପାର୍ଟି ର ଆଶୀର୍ବାଦ ଦ୍ବୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ

✍️ Reporter: PRADIP KUMAR PANDA 🗓 17 Sep 2026, 10:42 PM 👁 94
Share: 💬 WhatsApp 📘 Facebook 𝕏 Post
ଭାରତୀୟ ଜନତା ପାର୍ଟି ର ଆଶୀର୍ବାଦ ଦ୍ବୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ
ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁଡାରି ଜଗନ୍ନାଥ ମନ୍ଦିର ପରିସରରେ , ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରା ଯାଇଥିଲା
ଜନସେବାରୁ ଦେଶସେବା ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ସାର୍ବଜନୀନ ଜୀବନ ଓ ରାଷ୍ଟ୍ରସେବା ପ୍ରତି ସମର୍ପଣ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ। ୨୦୨୬ରେ ତାଙ୍କର ନିରନ୍ତର ସେବାଯାତ୍ରା ୨୫ ବର୍ଷର ଐତିହାସିକ ସୀମାକୁ ନିକଟବର୍ତ୍ତୀ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ଏକ ବିବରଣୀ ଉଲ୍ଲେଖ ହୋଇଛି।

ନିରନ୍ତର ଭାବେ ଦେଶସେବାରେ ବ୍ରତୀ ରହି, ଭାରତର ଉନ୍ନତି ଓ ଜନକଲ୍ୟାଣ ପାଇଁ ନିଜ କର୍ତ୍ତବ୍ୟ ତୁଲାଇ ଚାଲନ୍ତୁ—ଏହା ହିଁ ସଭିଙ୍କ ଅନ୍ତରିକ ପ୍ରାର୍ଥନା। ଜଗଦୀଶ ନାୟକ ଗୁଡାରି ନଗର ମଣ୍ଡଲ ସଭାପତି
ପ୍ରଦୀପ ପଣ୍ଡା, ପ୍ରତାପ ପାଣିଗ୍ରାହୀ, କେ ସୁଧୀର, ଟି ତିରୁମାଲା, ବବୃବାହନ, ବାଳକୃଷ୍ଣ ଗୌଡ଼, ଦିଲୀପ ସେଠି
ଓ ଗୁଡାରି ନଗର ମଣ୍ଡଳ ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ
📲Get App