🔥 ट्रेंडिंग किशनगढ़ में पुलिस की बड़ी कार्रवाई: मो... મહુવા પ્રદેશ સહકારી ખાંડ મંડળીની ચૂંટણ... दिल्ली पुलिस ने जालसाजों के गिरोह का प... પંથોડા ગામની આંગણવાડીમાં બાળકોને પ્રોત... માંડવીના બલેઠી ગામે પર્યાવરણ સંરક્ષણ અ... युवती ने ATM से लूटे 42 लाख रुपये, पुल...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
ବାରିପଦାରେ ଭିଜିଲାନ୍ସର ବଡ଼ ଚଢ଼ାଉ!
अपराध

ବାରିପଦାରେ ଭିଜିଲାନ୍ସର ବଡ଼ ଚଢ଼ାଉ!

✍️ रिपोर्टर: Deepak Mahapatra 🗓 11 सित. 2026, 04:32 PM 👁 68
यहाँ देखें: ▶️ YouTube 📘 Facebook 📷 Instagram
शेयर करें: 💬 WhatsApp 📘 Facebook 𝕏 Post
ବାରିପଦାରେ ଭିଜିଲାନ୍ସର ବଡ଼ ଚଢ଼ାଉ!
ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି।
ସୂଚନା ଅନୁସାରେ, ଭୁବନେଶ୍ୱର ଏସଟିଏସ ବିଭାଗର ଦୁଇ ଅଡିଟ୍ ଅଫିସର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖିଛି।
💵 ସେମାନଙ୍କ ଗାଡ଼ିରୁ ₹୫.୨୦ ଲକ୍ଷ
🏨 ବାରିପଦାର ଏକ ହୋଟେଲ ରୁମ୍‌ରୁ ₹୯ ଲକ୍ଷ
ମିଶାଇ ମୋଟ ₹୧୪.୨୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
🔎 ଘଟଣାକୁ ନେଇ ଭିଜିଲାନ୍ସ ବିଭାଗର ତଦନ୍ତ ଜାରି ରହିଛି।
⚠️ ଏହି ଟଙ୍କା କେଉଁଠୁ ଆସିଲା? କାହିଁକି ଏତେ ନଗଦ ଟଙ୍କା ରଖାଯାଇଥିଲା? — ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
୧୪ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ଜାଲରେ ୨ ଅଡିଟ୍ ଅଫିସର୍! 🚨🚔
ବାରିପଦାରେ ଭିଜିଲାନ୍ସ ଟିମ୍‌ର ବଡ଼ ଧରଣର ଚଢ଼ଉ!
ST/SC ବିଭାଗର ୨ ଜଣ ଅଡିଟ୍ ଅଫିସର୍‌ଙ୍କ ନିକଟରୁ ମୋଟ ୧୪ ଲକ୍ଷ ଟଙ୍କା ଜବତ ହୋଇଛି।
📌 ମୁଖ୍ୟ ଖବର:
▪️ ଅଟକ ଅଫିସର୍: ଭୁବନେଶ୍ୱର ST/SC ଉନ୍ନୟନ ବିଭାଗରେ କାର୍ଯ୍ୟରତ ଅଡିଟର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଧରାପଡ଼ିଛନ୍ତି।
▪️ ଜବତ ଟଙ୍କା: ଗାଡ଼ିରୁ ୫,୫୧,୫୧୦ ଟଙ୍କା ଏବଂ ହୋଟେଲ୍ ରୁମ୍‌ରୁ ୮,୮୬,୮୩୦ ଟଙ୍କା ଜବତ କରାଯାଇଛି। 💰
▪️ ଘଟଣା: ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ୍‌ର ଅଡିଟ୍ ଶେଷ କରି ବାରିପଦା DWO ଅଫିସ୍‌ରୁ ଫେରିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ମାଡ଼ି ବସିଥିଲା। 🔍
ସରକାରୀ ସେବାରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସର ଏହି କଠୋର ପଦକ୍ଷେପକୁ ନେଇ ଏବେ ସବୁଠି ଚର୍ଚ୍ଚା!
📲Get App