🔥 TRENDING Protesters Break Police Barricade at J... Snake sighting in Sampark Kranti Expre... किशनगढ़ में पुलिस की बड़ी कार्रवाई: मो... મહુવા પ્રદેશ સહકારી ખાંડ મંડળીની ચૂંટણ... दिल्ली पुलिस ने जालसाजों के गिरोह का प... પંથોડા ગામની આંગણવાડીમાં બાળકોને પ્રોત...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ପଞ୍ଚାୟତ-ପୌର ନିର୍ବାଚନ; ଅକ୍ଟୋବର ୨୬ରୁ ସର୍ଭେ
Politics

ପଞ୍ଚାୟତ-ପୌର ନିର୍ବାଚନ; ଅକ୍ଟୋବର ୨୬ରୁ ସର୍ଭେ

✍️ Reporter: Deepak Mahapatra 🗓 11 Sep 2026, 12:28 PM 👁 52
Share: 💬 WhatsApp 📘 Facebook 𝕏 Post

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି । ୨୩ ସେପ୍ଟେମ୍ବରରେ ମାଷ୍ଟର୍‌ ଟ୍ରେନର୍‌ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ । ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଶିକ୍ଷଣ ।

୨୩ ସେପ୍ଟେମ୍ବରରେ ମାଷ୍ଟର୍‌ ଟ୍ରେନର୍‌ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ । ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଶିକ୍ଷଣ ।ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ ।
📲Get App