🔥 TRENDING Prime Video’s 6 Must‑Watch Enemies‑to‑... Avengers: Endgame Encore grosses Rs 17... Ponda’s 15‑year‑old municipal complex... Road safety concerns persist in Porvor... * *आपसी सहमति से जमीन का बंटवारा, वर्... Heritage Rulebook Unveiled for Old Goa...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ସ୍ତ୍ରୀକୁ ଗୁଳି କରି ହତ୍ୟା
Crime

ସ୍ତ୍ରୀକୁ ଗୁଳି କରି ହତ୍ୟା

✍️ Reporter: Deepak Mahapatra 🗓 07 Sep 2026, 05:06 PM 👁 42
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଦେଶୀ ବନ୍ଧୁକରେ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଛି ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଘୋଷରମାଳ ପଞ୍ଚାୟତ ଲାଣ୍ଡିମାଲ ଗାଁରେ । ମୃତକ ଜଣକ ହେଲେ ଅମ୍ବିକା ମିର୍ଦ୍ଧା ।

ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର କଥା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମଦ୍ୟପାନ କରି ଅଭିଯୁକ୍ତ ସ୍ୱାମୀ ଚରଣ ମିର୍ଦ୍ଧା ଏଭଳି କାଣ୍ଡ ଘଟାଇଥିବାର ସୂଚନା ମିଳିଛି ।
ଗୁଳିମାଡ଼ରେ ସ୍ତ୍ରୀଙ୍କ ବାମ ହାତ ଓ ଛାତିରେ ଗୁଳି ବାଜିଛି । ଘଟଣା ପରେ ରେଢ଼ାଖୋଲ ପୋଲିସ ତଦନ୍ତ ଆରମ୍ଭ କରିଛି ।
📲Get App