🔥 TRENDING Tajikistan Says UNSC Seat Bid Not Abou... Priyanka Gandhi Renews Demand for CEC’... Virat Kohli's Masterclass Leads India... Virat Kohli reaches 15,000 ODI runs as... Mehbooba Mufti Meets Mirwaiz Umar Afte... Kohli, Gill guide India to victory in...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ଦିପ୍ତୀ ହୋଟେଲ ପଛ ଜଙ୍ଗଲ ଜମିରେ ଚାଲିଲା ବୁଲଡୋଜର, ମାଟିରେ ମିଶିଲା ପ୍ରକାଶ ପାଶୱାନଙ୍କ କାର୍ଯ୍ୟାଳୟ
Local

ଦିପ୍ତୀ ହୋଟେଲ ପଛ ଜଙ୍ଗଲ ଜମିରେ ଚାଲିଲା ବୁଲଡୋଜର, ମାଟିରେ ମିଶିଲା ପ୍ରକାଶ ପାଶୱାନଙ୍କ କାର୍ଯ୍ୟାଳୟ

✍️ Reporter: Deepak Mahapatra 🗓 05 Sep 2026, 05:10 PM 👁 39
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭଙ୍ଗା ହେଲା ଗିରଫ ହୋଇଥିବା ରାଉରକେଲାର ଯୁବ ନେତା ପ୍ରକାଶ ପାଶଓ୍ୱାନଙ୍କ ଅଫିସ। ଜଙ୍ଗଲ ଜମିରେ ବେଆଇନ ଭାବେ ତିଆରି ହୋଇଛି ପ୍ରକାଶ ପାଶଓ୍ୱାନଙ୍କ ଅଫିସ୍। ତେଣୁ ବନ ବିଭାଗ ଓ ପୋଲିସ ଉପସ୍ଥିତିରେ ଦୁର୍ଗାପୁର ପାହାଡ଼ରେ ଥିବା ତାଙ୍କ ଅଫିସ ଭଙ୍ଗାଯାଇଛି। ପୂର୍ବରୁ ପାଶଓ୍ୱାନଙ୍କ ରାଉରକେଲାର ୨୧ ନମ୍ବର ସେକ୍ଟରରେ ଥିବା ଅଫିସକୁ ମଧ୍ୟ ସିଲ୍ କରାଯାଇଥିଲା ।
📲Get App