🔥 TRENDING उन्नाव में मूसलाधार बारिश से जनजीवन अस... LPU Students Protest Against Administr... User Searches for 'deescalatetensions'... TribuneIndia.com Users Search for "Jij... Dr Shiny Devassy featured in Tribune I... Truck rams police SUV in Rewari, drive...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ।
Crime

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ।

✍️ Reporter: Deepak Mahapatra 🗓 05 Sep 2026, 02:52 PM 👁 41
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରେଳ ଲାଇନ୍ କଡ ନାଳରେ ଫିଙ୍ଗି ଦିଆ ଯାଇଛି। ମୃତକ ଛୋଟେ ଲାଲ ସାହାଣୀ ବୋଲି ପୋଲିସ୍ କହିଛି। ସେ ବଜରଙ୍ଗ ସ୍ପଞ୍ଜ ଆଇରନ୍ କମ୍ପାନୀରେ କଟର୍ ଭାବେ କାମ କରୁଥିବା ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆଇଡିସି ଯିବା ରାସ୍ତା ରେଳ ଲାଇନ୍ କଡ଼ରେ ଥିବା ଏକ ଡ୍ରେନ୍ ରେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଲୋକେ ଦେଖି ପୋଲିସ୍ କୁ ଖବର ଦେଇଥିଲେ। ଯୁବକଙ୍କ ମଣ୍ଡରେ ଗଭୀର କ୍ଷତ ଥିବା ବେଳେ ତାଙ୍କର ପ୍ରାଇଭେଟ୍ ପାର୍ଟ କୁ ଦୁର୍ବୃତ୍ତ ମାନେ କାଟି ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
📲Get App