Viral & Trending
ଷ୍ଟିଅରିଂ ଉପରେ ଆଖି ବୁଜିଲେ… କିନ୍ତୁ ୨୦ ଜଣ ପିଲାଙ୍କୁ ନୂଆ ଜୀବନ ଦେଇଗଲେ! 🙏
Watch on:
▶️ YouTube
ଷ୍ଟିଅରିଂ ଉପରେ ଆଖି ବୁଜିଲେ… କିନ୍ତୁ ୨୦ ଜଣ ପିଲାଙ୍କୁ ନୂଆ ଜୀବନ ଦେଇଗଲେ! 🙏
ଚଳନ୍ତା ସ୍କୁଲ ବସ୍ରେ ହଠାତ୍ ହାର୍ଟ ଆଟାକ୍… ଛାତିରେ ଅସହ୍ୟ ଯନ୍ତ୍ରଣା… ତଥାପି ନିଜ ଜୀବନକୁ ନୁହେଁ, ପ୍ରଥମେ ଭାବିଲେ ବସ୍ରେ ଥିବା ୨୦ ଜଣ ନିରୀହ ପିଲାଙ୍କ କଥା। 😢
ତାମିଲନାଡୁର ୪୯ ବର୍ଷୀୟ ସ୍କୁଲ ବସ୍ ଡ୍ରାଇଭର ସେମଲାଇୟାପ୍ପନ୍ ନିଜ ଯନ୍ତ୍ରଣାକୁ ସହି ଗାଡ଼ିକୁ ରାସ୍ତା କଡ଼ରେ ସୁରକ୍ଷିତ ଭାବେ ଅଟକାଇଥିଲେ। ପିଲାମାନେ ବିପଦମୁକ୍ତ ହେବା ପରେ ହିଁ ସେ ଅଚେତ ହୋଇପଡ଼ିଥିଲେ। 💔
ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଗଲା…
କିନ୍ତୁ ଯିବା ପୂର୍ବରୁ ସେ ୨୦ଟି ପରିବାରର ଆଶାକୁ ବଞ୍ଚାଇ ଦେଇଗଲେ। 🙏❤️
ସେ କେବଳ ଜଣେ ବସ୍ ଡ୍ରାଇଭର ନୁହେଁ…
ସେ ଜଣେ ପ୍ରକୃତ ହିରୋ। 🇮🇳🫡
ଏଭଳି ମଣିଷଙ୍କ ସାହସ ଓ ତ୍ୟାଗକୁ ଶତ ଶତ ପ୍ରଣାମ। 🙏🌹