🔥 TRENDING *केन्द्र की सब्सिडी के अतिरिक्त राज्य... સાબરકાંઠા LCB દ્વારા હત્યાના ગુનામાં ફ... நாகர்கோவிலில் மதுமிதா வீட்டில் திருடிய... વલસાડ નજીક પુરઝડપે ગયેલી વેન્યૂ કારે ઇ... Three Arrested in Hyderabad After 34-Y... Bollywood Hungama Releases Photo Set F...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Education

କାଲି ହେବ OSSTET; ସୂଚନା ଦେଲେ ବୋର୍ଡ ସଭାପତି

✍️ Reporter: Deepak Mahapatra 🗓 29 Sep 2026, 04:50 PM 👁 15
Share: 💬 WhatsApp 📘 Facebook 𝕏 Post
ସ୍ଥଗିତ ହୋଇନି OSSTET। ଆସନ୍ତାକାଲି ହିଁ ହେବ ପରୀକ୍ଷା। କାଲି OSSTET ହେବା ନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ ସଭାପତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ OSSTET ପରୀକ୍ଷା ହେବ। କୌଣସି ପରୀକ୍ଷାର୍ଥୀ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଏହି ପରୀକ୍ଷା ସ୍ଥଗିତ ନେଇ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ବୋର୍ଡ ସଭାପତି କହିଛନ୍ତି।

କିଛି ସମୟ ପୂର୍ବରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ନେଇ ଏକ ଖବର ପ୍ରଚାରିତ ହୋଇଥିଲା। କୁହାଯାଇଥିଲା ଯେ ଆସନ୍ତାକାଲି ହେବାକୁ ଥିବା OSSTET-୨୦୨୬କୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ତାରିଖ ବିଏସ୍‌ଇ ଖୁବ୍‌ଶୀଘ୍ର ଘୋଷଣା କରିବ। କିନ୍ତୁ ପରେ ଏହା ଗୁଜବ ବୋଲି ଜଣାପଡ଼ିଥିଲା।
📲Get App