🔥 TRENDING Supreme Court to Hear Contempt Pleas i... ಕುಂಬಾರವಾಡದಲ್ಲಿ ಶುದ್ಧೋಧನ ಮಹಾಮಾಯೆ ಸಾಮಾಜಿ... Haryana Rights Panel Demands Report on... New Delhi to Host National Event Promo... किसान पानी की कमी से खेतों में परिशान Current Infraprojects eyes BESS contra...
27 Nov 2026•
ગુજરાતી मराठी ਪੰਜਾਬੀ বাংলা

*📰 NEED24 NEWS - ଆଜିର ଓଡ଼ିଶା ଖବର*

✍️ Reporter: Gajindra Munda 🗓 27 Nov 2026, 09:31 AM 👁 24
Share: 💬 WhatsApp 📘 Facebook 𝕏 Post

*📰 NEED24 NEWS - ଆଜିର ଓଡ଼ିଶା ଖବର* *୨୭ ନଭେମ୍ବର ୨୦୨୬, ଶୁକ୍ରବାର*

*📰 NEED24 NEWS - ଆଜିର ଓଡ଼ିଶା ଖବର*
*୨୭ ନଭେମ୍ବର ୨୦୨୬, ଶୁକ୍ରବାର*

*ମୁଖ୍ୟ ଖବର -*

*୧. ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି*
୧୯ଟି ପ୍ରକଳ୍ପକୁ ୩,୮୧୦ କୋଟି ମଞ୍ଜୁର, ୧୧,୨୫୧ ନୂଆ ଚାକିରି ସୃଷ୍ଟି ହେବ। ବିଦ୍ୟୁତ୍, ପର୍ଯ୍ୟଟନ, ଧାତୁ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ।

*୨. ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର*
ରତ୍ନ ଭଣ୍ଡାର ଗଣତି ପୁଣି ଆରମ୍ଭ, ୩ଟି କାଠ ସିନ୍ଧୁକ ଖୋଲାଯିବ।

*୩. ଭୁବନେଶ୍ୱରରେ ନିଶା ବିରୋଧୀ ଚଢ଼ାଉ*
ଝାରପଡ଼ା ଛକରେ ୨୬୧ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ।

*୪. ନୟାଗଡ଼ରେ ହିଂସା*
ଶୁଦ୍ଧିକର୍ମ ଭୋଜରେ ବିବାଦରୁ ହିଂସା, ୧ ମୃତ, ୩୫ ଆହତ।

*୫. ବ୍ରହ୍ମପୁରରେ ଶବ୍ଦ ପ୍ରଦୂଷଣ ବିରୋଧୀ ଅଭିଯାନ*
୪୦ରୁ ଅଧିକ ବାଇକ୍ ସାଇଲେନ୍ସର ଜବତ କରି ରୋଡ୍ ରୋଲରରେ ଚକଟା ଗଲା।

*୬. ସମ୍ବଲପୁର ବୁର୍ଲାରେ ବାଘ ଆତଙ୍କ*
ଚାନ୍ଦିଲି ପାହାଡ଼ ପାଖରେ ବାଘ ପାଦ ଚିହ୍ନ, ବନ ବିଭାଗ ସତର୍କ କଲା। ଅନ୍ୟପଟେ କଲରାପତରିଆରେ କଲରା ପତରିଆ ମାରିଲା।

*୭. ପାଗ*
ସାରା ଓଡ଼ିଶାରେ ଶୀତ ବଢ଼ିଲା, ଝାରସୁଗୁଡାରେ ସବୁଠୁ କମ୍ ୧୪.୨°

*୮. ଝାରସୁଗୁଡା*
ତାଲାବିରା କୋଇଲା ଖଣି ୧୦ ଦିନ ହେଲା ବନ୍ଦ।
📲Get App