🔥 TRENDING वाराणसी में यूजीसी के विरोध में छात्रो... उन्नाव में मूसलाधार बारिश से जनजीवन अस... LPU Students Protest Against Administr... User Searches for 'deescalatetensions'... TribuneIndia.com Users Search for "Jij... Dr Shiny Devassy featured in Tribune I...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ସ୍ତ୍ରୀକୁ ପିଟିପିଟି ମାରିଦେବା ପରେ ନିଜେ ଆତ୍ମହତ୍ୟା କଲା ସ୍ୱାମୀ l

✍️ Reporter: Deepak Mahapatra 🗓 21 Sep 2026, 12:20 PM 👁 41
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ସ୍ତ୍ରୀକୁ ପିଟିପିଟି ମାରିଦେବା ପରେ ନିଜେ ଆତ୍ମହତ୍ୟା କଲା ସ୍ୱାମୀ l ଘଟଣା ଘଟିଛି ପରଜଙ୍ଗ ଥାନା ଦଦରାଘାଟି ତିନିନମ୍ବର କଲୋନୀରେ । ପାରିବାରିକ କଳହକୁ ନେଇ ଏପରି ଘଟିଥିବାର ଅନୁମାନ କରାଯାଉଛି ।ସୂଚନା ଅନୁସାରେ, ଗତକାଲି ରାତିରେ ଉଭୟ ସ୍ୱାମୀ ମିଥୁନ ନାଏକ ଓ ସ୍ତ୍ରୀ ରଶ୍ମିତା ନାଏକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା l ପରେ ସ୍ୱାମୀ ମିଥୁନ ସ୍ତ୍ରୀ ରଶ୍ମିତାଙ୍କୁ ଘର ଭିତରକୁ ନେଇ କବାଟ ବନ୍ଦ କରି ବାଡ଼ିରେ ନିସ୍ତୁକ ପିଟି ଚାଲିଥିଲେ । ଯାହା ଫଳରେ ସ୍ତ୍ରୀ ଙ୍କର ସେଠାରେ ହିଁ ମୃତ୍ୟୁ ହୋଇଥିଲା ।
ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ୱାମୀ ନିଜ ଘର ସାମ୍ନାରେ ଥିବା ଏକ ଆମ୍ବଗଛରେ ଏକ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
📲Get App