🔥 TRENDING ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବ୍ରିଜ୍‌, ବେ... सिकंदराराऊ में भीषण सड़क हादसा, ट्रैक्... ଶ୍ରୀମନ୍ଦିର ଉପରେ ଭୋରୁ ଉଡ଼ିଲା ଡ୍ରୋନ୍ বাগনান ফ্লাইওভার এর কাছে মন্ডপসজ্জা ସିଡିଏରେ ଗ୍ୟାସ୍ ପାଇପ୍ ଲିକ୍, ହୁତୁହୁତୁ ହୋ... जमीनी विवाद में दो प्रभारी के बीच झड़प...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

🚨 BIG BREAKING NEWS | ନୀଳଗିରି, ବାଲେଶ୍ୱର

✍️ Reporter: PRADIPTA PATRA 🗓 13 Oct 2026, 12:10 PM 👁 20
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

🚨 BIG BREAKING NEWS | ନୀଳଗିରି, ବାଲେଶ୍ୱର

🚨 BIG BREAKING NEWS | ନୀଳଗିରି, ବାଲେଶ୍ୱର

ବେଆଇନ ଇଟାଭାଟି ଭାଙ୍ଗିବାକୁ ନେଇ ଉତ୍ତେଜନା, ଘଟଣାସ୍ଥଳରେ BNS ୧୬୩ ଧାରା ଲାଗୁ!

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଆଇନ ଇଟାଭାଟି ଭାଙ୍ଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି। ପଞ୍ଚଲିଙ୍ଗେଶ୍ୱର ରାସ୍ତାର ଦାଶରଥିପୁରଠାରେ ଏହାକୁ ବିରୋଧ କରି ଅଞ୍ଚଳବାସୀ ଆନ୍ଦୋଳନ କରିଥିଲେ।

ଆନ୍ଦୋଳନକାରୀମାନେ ରାସ୍ତାରେ ଶୋଇ ପ୍ରତିବାଦ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ବାଉଁଶବଣିଆ ସରପଞ୍ଚଙ୍କ ସମେତ ୭ରୁ ଅଧିକ ଜଣଙ୍କୁ ପୋଲିସ ଅଟକ ରଖିଥିବା ଖବର ଆସିଛି।

ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଘଟଣାସ୍ଥଳରେ BNS ଧାରା ୧୬୩ ଲାଗୁ କରାଯାଇଥିବା ସହ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ପୋଲିସ ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର।

#BreakingNews #Nilagiri #Balasore #BNS163 #IllegalBrickKiln
📲Get App