🔥 TRENDING ବାଣୀବିହାରରେ ଭୋଟ୍ ପୋଛି ନେଲା ଏବିଭିପି, ରମ... ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟୀଙ୍କୁ ଭ... ભરૂચમાં નર્મદા મૈયા બ્રિજ પાસે રિક્ષા... 16 अक्टूबर 2026: आज की प्रमुख और ताज़ा... PWD मंत्री विक्रमादित्य सिंह ने प्रदेश... Maharashtra FDA Bans Sale of Loose Spi...
16 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ବାଜି ମାରିଲା BCJD

✍️ Reporter: Deepak Mahapatra 🗓 16 Oct 2026, 01:22 PM 👁 10
Share: 💬 WhatsApp 📘 Facebook 𝕏 Post
ଛାତ୍ର ସଂସଦ ନିର୍ବାଚନରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଜି ମାରିଛି ବିଜୁ ଛାତ୍ର ଜନତା ଦଳ (BCJD)। ଏହାର ପ୍ରାର୍ଥୀ ଜିତିଛନ୍ତି ସଭାପତି ପଦ। ଏହି ପଦରେ ବାଜି ମାରିଥିବା BCJD ପ୍ରାର୍ଥୀ ହେଉଛନ୍ତି ବିଶ୍ୱଜିତ ସାହୁ।
ରେଭେନ୍ସାରେ ସମ୍ପାଦକ ପଦ ହାତେଇଛି ଏବିଭିପି। ଏହାର ପ୍ରାର୍ଥୀ ତାପସ ନାୟକ ଏହି ପଦରେ ବିଜୟୀ ହୋଇଛନ୍ତି।
ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP)ର ବିଜୟ ହୋଇଛି। ସଭାପତି ଭାବେ ସ୍ୱାଧୀନ ଆଚାର୍ଯ୍ୟ ବିଜୟୀ ହୋଇଥିବା ବେଳେ ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲ ଜିତିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ୧୩ ପଦବୀରେ ABVP ପ୍ରତିନିଧିଙ୍କ ବିଜୟ ହୋଇଛି।
📲Get App